# କରୋନା ଠାରୁ ସୁରକ୍ଷା(Corona Safe)

![](/files/-M4O6TQfalsG1dkCvQuo)

![](/files/-M4IVWaSqCoBZEPEJW2l)

କୋରୋନା ଏକ ମାରାତ୍ମକ ଭୁତାଣୁ ଯାହାକି ଉଭୟ ମନୁଷ୍ୟ ଓ ପଶୁ ଶରୀର ରେ ପ୍ରବେଶ କରି ଶ୍ୱାସକ୍ରିୟା ଜନିତ ସଂକ୍ରମଣ ବା ବ୍ୟଥା ଉପୁଯାୟୀ ଥାଏ |ଏଯାବତ ୭ ପ୍ରକାର ଭୁତାଣୁ ଆବିଷ୍କାର ହୋଇଛି ଯାହାକି ମନୁଷ୍ୟ ଦେହରେ ସଂକ୍ରମଣ ହୋଇଥାଏ , ସେଥି ମଧ୍ୟରୁ ୪ଟି ଭୁତାଣୁ ବିଶ୍ଵବ୍ୟାପୀ ମନୁଷ୍ୟ ଦେହରେ ସାଧାରଣ ଥଣ୍ଡା ହେବେର ଲକ୍ଷଣ  ଦେଖାଇଥାଏ | ଅନ୍ୟ ୩ ପ୍ରକାର ଭୁତାଣୁ ଅତ୍ୟନ୍ତ ଦେହ ଖରାପ କରେଇଥାନ୍ତି ଯେପରିକି ଶ୍ଵାସକ୍ରିୟା ରେ ସଂକ୍ରମଣ ତଥା ବ୍ୟଥା [ପୁର୍ଣ ଶ୍ୱାସନ ତନ୍ତ୍ର ଲକ୍ଷଣ (Middle East Respiratory Syndrome)ବା MERS କାରଣ ହେଉଛି MERS-CoV](https://www.who.int/emergencies/mers-cov/en/), [ଗମ୍ଭୀର ତୀବ୍ର ଶ୍ୱାସନ ଲକ୍ଷଣ (Severe Acute Respiratory Syndrome) କାରଣ ହେଉଛି SARS-CoV](https://www.who.int/csr/sars/en/) ଓ  ସର୍ବଶେଷ ରେ [କୋରୋନା ଭୁତାଣୁ ଜନିତ ରୋଗ 2019 \[COVID-19 \] କାରଣ ହେଉଛି SARS-CoV-2](https://www.cdc.gov/coronavirus/2019-ncov/index.html)

[SARS-CoV-2](https://www.who.int/emergencies/diseases/novel-coronavirus-2019) କୋରୋନା ଭୁତାଣୁ ଏକ ନୂତନ ଭୁତାଣୁ ଯାହାକି ମନୁଷ୍ୟ କୁ ଆକ୍ରାନ୍ତ କରୁଥିବାର ଆଗରୁ ଜଣା ନଥିଲା | ଏକ ପ୍ରାକୃତିକ ପ୍ରକ୍ରିୟା ରେ ଅର୍ଥାତ ପଶୁ ଠାରୁ ମନୁଷ୍ୟ କୁ ତାପରେ ମନୁଷ୍ୟ ଠାରୁ ମନୁଷ୍ୟ କୁ ଏହି ଭୁତାଣୁ ସଂକ୍ରମିତ କରୁଅଛି |ସର୍ବ ପ୍ରଥମେ ଏହା [ସୂଚୀତ ](https://www.who.int/csr/don/05-january-2020-pneumonia-of-unkown-cause-china/en/) ଅନୁସାରେ ସୂଚନା ଅନୁଯାୟୀ ୩୧ ଡିସେମ୍ବର ୨0୧୯ ରେ ଚୀନ ର ଊହାନ ସହରରୁ ଉତ୍ପତ୍ତି ହେବାର ଜଣାପଡିଛି | COVID-19 ସଂକ୍ରମଣ ର ସାଧାରଣ ଲକ୍ଷଣ ହେଉଛି ଥଣ୍ଡା,ଜ୍ୱର ,ଶୁଖିଲା କାଶ ,କ୍ଲାନ୍ତ ଅନୁଭବ କରିବା | କିଛି ସଂକ୍ରମିତ ବ୍ୟକ୍ତିଙ୍କ ଠାରେ ମଧ୍ୟ ଗଣ୍ଠିବ୍ୟଥା ,ନାକ ଚୁଣ୍ଟି ହବା ,ନାକ ରୁ ପାଣି ବାହାରିବା ,ଡାଇରିଆ ,ତଂଟି ଶୁଖିଯିବା ଆଦି ର ଲକ୍ଷଣ ବି ଦେଖା ଦିଏ |

୮୦ ପ୍ରତିଶତ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ଠାରେ ସାଧାରଣ ଥଣ୍ଡା ଦେଖାଯାଇଥାଏ ଯାହାକି ସାଧାରଣ ଚିକିତ୍ସ।ରେ ଭଲ ହୋଇଥାନ୍ତି | ବୃଦ୍ଧ ବ୍ୟକ୍ତି ତଥା ଆଗରୁ ଅଲଗା ରୋଗରେ ପୀଡିତ ଥିବା ବ୍ୟକ୍ତି ମାନଙ୍କୁ ଏହି ସଂକ୍ରମଣ ରେ ଡାକ୍ତରୀ ଚିକିତ୍ସକଙ୍କ ଉପଚାର ବିନା ଉପଶମ ମିଳିବା ସମ୍ଭବ ନୁହେଁ | ସୂଚନା ଅନୂସାରେ ୧୪ ପ୍ରତିଶତ ରୋଗୀ ଙ୍କ ସ୍ଥିତି ଜଟିଳ ଥିବା ସମୟରେ ଓ ୫ ପ୍ରତିଶତ ରୋଗୀଙ୍କ ସ୍ଥିତି ଅତି ଜଟିଳ ଅଟେ | ଏହି ଭୁତାଣୁ ରେ ବିଶ୍ଵବ୍ୟାପୀ ୪00,000ସଂକ୍ରମିତ ହୋଇଥିବା ବେଳେ , ୨୨000 ଜଣଙ୍କ ମୃତ୍ୟୁ ହୋଇସାରିଲାଣି | ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO)ବିଶ୍ଵବ୍ୟାପୀ ସ୍ଥିତି ନିରକ୍ଷଣ କରିବା ସହ ବିଶ୍ୱସ୍ତରରେ ନିଜ ଦୃଷ୍ଟି ରଖିଛନ୍ତି |

## କରୋନା ଭୂତାଣୁ  ପ୍ରକୃତରେ ମାନବ ଶରୀରରେ କଣ କରନ୍ତି ...........

![](/files/-M4IdP36vnSXGMRmAx2t)

{% hint style="info" %}
ଏହି ନିର୍ଦେଶାବଳୀ ପ୍ରଗତିଶୀଳ ଅଟେ | କିଛି ଅଂଶ ସମ୍ପୂର୍ଣ ନ ହେବାଯାଏଁ ଏହି ସରକାରୀ ଲିଙ୍କ ଗୁଡିକୁ ଅନୁସରଣ କରିପାରିବେ |
{% endhint %}

## ଏହି ନିର୍ଦେଶାବଳୀ ଗୁଡିକ କାହିଁକି ଉଦ୍ଧିଷ୍ଟ ?

> ଏହି ନିୟମାବଳୀ ଗୁଡିକ ଲୋକଙ୍କୁ ସଚେତନ କରେଇବା ଉଦେଶ୍ୟରେ ଏହି ଠାତ୍ହରେ ଉଲ୍ଲେଖ କରାଯାଇଛି |ଭୁତାଣୁ ଠାରୁ ବର୍ତ୍ତିବା ତଥା ବିଭିନ୍ନ ସରକାରୀ ଉତ୍ସ ଏହିଠାରେ ଉଲ୍ଲେଖ କରାଯାଇଛି |

## ସୂଚୀପତ୍ର&#x20;

{% content-ref url="/pages/-M4DMQdX0ggosmt9fIeo" %}
[ପ୍ରତିଷେଧାତ୍ମକ  ବ୍ୟବସ୍ଥା ଓ ନିବାରଣ ପ୍ରଣାଳୀ(Precautions)](/covid-19/precautions.md)
{% endcontent-ref %}

{% content-ref url="/pages/-M4DNUYpfnfOQfXiVa-D" %}
[ଲକ୍ଷଣ(Symptoms)](/covid-19/symptoms.md)
{% endcontent-ref %}

{% content-ref url="/pages/-M4FbzTsqpocn48ve1Nq" %}
[ଭାରତରେ କରୋନାଭାଇରସର ବୟସ ଜ୍ଞାନୀ ରୋଗୀ(Age-Wise Corona virus patients in India)](/covid-19/age-wise-corona-virus-patients-in-india.md)
{% endcontent-ref %}

{% content-ref url="/pages/-M4FgZnkh-vujSShbqpb" %}
[ବିଦେଶରୁ ଫେରୁଥିବା ଲୋକଙ୍କ ପଞ୍ଜିକରଣ(Registration of people returning from Abroad)](/covid-19/registration-of-people-returning-from-abroad.md)
{% endcontent-ref %}

{% content-ref url="/pages/-M4Ezujulb35TrgihwBS" %}
[ମିଥ୍ୟା -ଅପପ୍ରଚାର -ଖବର(Myths and Fake News)](/covid-19/myths-and-fake-news.md)
{% endcontent-ref %}

{% content-ref url="/pages/-M4DyCJRH3JjpPtuKokY" %}
[ପ୍ରାୟତଃ ପଚରାଯାଇଥିବା ପ୍ରଶ୍ନ(Frequently Asked Questions)](/covid-19/frequently-asked-questions-about-covid-19.md)
{% endcontent-ref %}

{% content-ref url="/pages/-M4F4PfYjxf8MLqLhyzO" %}
[ମୁଁ ସଂକ୍ରମିତ(i am infected)](/covid-19/actions-to-take-when/i-am-infected.md)
{% endcontent-ref %}

{% content-ref url="/pages/-M4F8gU8jkVU3X8IFvKO" %}
[ମୁଁ ଜାଣେ କେହି ସଂକ୍ରମିତ(Someone I know is infected)](/covid-19/actions-to-take-when/someone-i-know-is-infected.md)
{% endcontent-ref %}

{% content-ref url="/pages/-M4F3Pn1NxM51TRuJLF8" %}
[ଘର ବିଚ୍ଛିନ୍ନତା(Home Isolation)](/covid-19/actions-to-take-when/home-isolation.md)
{% endcontent-ref %}

{% content-ref url="/pages/-M4IsSInaphkhXU3Ycti" %}
[ଓଡିଶା ରାଜ୍ୟ ରେ ସ୍ୱତନ୍ତ୍ର COVID ହସ୍ପିଟାଲ ତାଲିକା(COVID-19 Hospitals in Odisha till now)](/covid-19/contact/list-of-covid-hospitals-in-odisha.md)
{% endcontent-ref %}

{% content-ref url="/pages/-M4Ik6i2QkzS1qr-UKQj" %}
[ରାଜ୍ୟ ଗୁଡିକ ରେ COVID-19 ପାଇଁ ପରୀକ୍ଷା କରିବାକୁ କେନ୍ଦ୍ରଗୁଡିକ(Centres to test for COVID-19)](/covid-19/contact/centers-to-test-for-covid-19.md)
{% endcontent-ref %}

{% content-ref url="/pages/-M4IlJcFiB6hTjnbQiAY" %}
[ଆନ୍ତର୍ଜାତୀୟ ସଂଗଠନଗୁଡିକ(International Organizations)](/covid-19/contact/international-organizations.md)
{% endcontent-ref %}

{% content-ref url="/pages/-M4IlJOH7DS6KPQGtKfQ" %}
[ଜାତୀୟ ସ୍ତରର ସଂଗଠନଗୁଡିକ(National Level Organizations)](/covid-19/contact/national-level-organizations.md)
{% endcontent-ref %}

{% content-ref url="/pages/-M4JBfDfdXL3IIC-mkvD" %}
[କରୋନା ବିସ୍ଫୋରଣର ବିଶ୍ୱ ମାନଚିତ୍ର(Global Map of Corona Outbreak)](/covid-19/resources/global-map-of-corona-outbreak.md)
{% endcontent-ref %}

{% content-ref url="/pages/-M4JBexmMdqoYTdzcgiZ" %}
[କରୋନା ସମୟରେ ଦୂରରୁ କାମ କରିବା ପାଇଁ ପ୍ରଭାବଶାଳୀ ଉପକରଣ(Effective tools to work during Corona)](/covid-19/resources/effective-tools-to-work-during-corona.md)
{% endcontent-ref %}

{% content-ref url="/pages/-M4DG9ymlvjeZMmue6Uj" %}
[କରୋନା ଠାରୁ ସୁରକ୍ଷା(Corona Safe)](/covid-19/master.md)
{% endcontent-ref %}


---

# Agent Instructions: Querying This Documentation

If you need additional information that is not directly available in this page, you can query the documentation dynamically by asking a question.

Perform an HTTP GET request on the current page URL with the `ask` query parameter:

```
GET https://coronasafe-1.gitbook.io/covid-19/master.md?ask=<question>
```

The question should be specific, self-contained, and written in natural language.
The response will contain a direct answer to the question and relevant excerpts and sources from the documentation.

Use this mechanism when the answer is not explicitly present in the current page, you need clarification or additional context, or you want to retrieve related documentation sections.
