> For the complete documentation index, see [llms.txt](https://coronasafe-1.gitbook.io/covid-19/llms.txt). Markdown versions of documentation pages are available by appending `.md` to page URLs; this page is available as [Markdown](https://coronasafe-1.gitbook.io/covid-19/actions-to-take-when/home-isolation.md).

# ଘର ବିଚ୍ଛିନ୍ନତା(Home Isolation)

ସଙ୍ଗରୋଧ ତଥା ଏକଘରକିଆ ସେହି ସନ୍ଦିଗ୍ଧ ବ୍ୟକ୍ତିଙ୍କ ପାଇଁ ପ୍ରଯୁଜ୍ୟ ଯେଉଁ ମାନଙ୍କୁ COVID-19 ହେବାର ସମ୍ଭାବନା ଥାଏ ଅଥବା ଯେଉଁ ମାନଙ୍କୁ COVID-19 ହୋଇଥାଏ ସେହି ମାନଙ୍କୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଅଲଗା କଠୋରୀରେ ରଖାଯାଏ |

## ସଙ୍ଗରୋଧ କଠୋରୀ

ଆପଣ ନିମ୍ନଲିଖିତ ପ୍ରତିକାର ଗୁଡିକୁ ପାଳନ କରିବା ଅନିର୍ବାର୍ଯ୍ୟ ଯେବେ ଯାଏଁ କୌଣସି ସ୍ୱାସ୍ଥ୳ ବିଷେଶଜ୍ଞ ତଥା ସ୍ୱାସ୍ଥ୍ୟ କର୍ମଚାରୀ ଆପଣଙ୍କୁ ସାଧାରାଣ ଭାବେ ଜୀବନ ଯାପନ କରିବାକୁ ପରାମର୍ଶ ନ ଦେଇଛନ୍ତି |

* ସନ୍ଦିଗ୍ଧ ରୋଗୀ ଜଣକ ଉତ୍ତମ ବାୟୁ ଚଳାଚଳ  ହେଉଥିବା କଠୋରୀରେ ରୁହନ୍ତୁ <img src="https://2069705942-files.gitbook.io/~/files/v0/b/gitbook-legacy-files/o/assets%2F-M4DFf8Zh4TNpMybpbA1%2F-M4Tphkd7lVqC52jUreM%2F-M4TrqL-LWkAsCqfpSZ5%2Fw1.JPG?alt=media&amp;token=97374de5-6ff1-4f08-9ce1-22a267b5efab" alt="" data-size="original">&#x20;
* ଘରର ଝରକା ଗୁଡି଼କ ଖୋଲା ରଖିବା ଆବଶ୍ୟକ &#x20;
* ସନ୍ଦିଗ୍ଧ ରହୁଥିବା କଠୋରୀ ସଂଲଗ୍ନ ଶୌଚାଳୟ ରହିବ ଆବଶ୍ୟକ
* &#x20;ଆସବାବପତ୍ର ,ବାସନକୁସନ, ତଥା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଅଲଗା ରଖିବା ଦରକାର&#x20;
* ନିୟମିତ ଭାବେ ନିଜର ହାତକୁ ସାବୁନ ଓ ପାଣିରେ ଧୋଇବା   ଅଭ୍ୟାସ କରନ୍ତୁ <img src="https://2069705942-files.gitbook.io/~/files/v0/b/gitbook-legacy-files/o/assets%2F-M4DFf8Zh4TNpMybpbA1%2F-M4TwD7xza8h36Jas7tJ%2F-M4Tx6l0eaLGkt8N-KxV%2Fn2.JPG?alt=media&amp;token=95466224-1a4d-40e4-9ccf-6f82178b4e17" alt="" data-size="original">&#x20;
* ବିଶେଷ ଭାବରେ  ଶୌଚ ପରେ ଅଥବା ଶରୀରର ତରଳ ପଦାର୍ଥ ସଂପର୍ଶ ରେ ଆସିବା ପରେ
* ଶାରୀରିକ ସ୍ୱଛତା ରକ୍ଷା କରନ୍ତୁ&#x20;
* ଶୁଦ୍ଧ ଶ୍ଵାସକ୍ରିୟା ପାଳନ  କରନ୍ତୁ  &#x20;
* କାଶ ବା ଛିଙ୍କ ହେବା ସମୟରେ ମୁହଁ ଓ ନାକକୁ ମାସ୍କ ବା ଟିସୁରେ ଘୋଡାନ୍ତୁ ରଖନ୍ତୁ <img src="https://2069705942-files.gitbook.io/~/files/v0/b/gitbook-legacy-files/o/assets%2F-M4DFf8Zh4TNpMybpbA1%2F-M4TwD7xza8h36Jas7tJ%2F-M4Tws7lLwETr2fj9LwW%2Fn1.JPG?alt=media&amp;token=3aca8969-7279-475f-b56f-58ecaf8e19a9" alt="" data-size="original">  &#x20;
* ଯଦି ମାସ୍କ ବା ଟିସୁ  ନଥାଏ ତେବେ କାଶ ବା ଛିଙ୍କ ହେବା ସମୟରେ ହାତ କହୁଣୀକୁ  ବ୍ୟବହାର କରନ୍ତୁ&#x20;

ତିନି ପ୍ରକାର ବର୍ଜ୍ୟବସ୍ତୁ ନିଷ୍କାସନ ର ଉପାୟ 1*ଶଣବସ୍ତ୍ର ତଥା ବ୍ୟବହୃତ ବସ୍ତ୍ର ଗୁଡିକୁ ବ୍ଲିଚିଂ ରେ ସଫା କରି ସୂର୍ଯ୍ୟ କିରଣ ରେ ଶୁଖାଇବା ଦରକାର 2*ବ୍ୟବହୃତ ମାସ୍କ,ଟିସୁ ଓ ପ୍ୟାଡ଼ କୁ ଜଳାଇଦେବା ଦରକାର 3\*ବ୍ୟବହୃତ ଔଷଧ ଖୋଲା ତଥା ଜୈବିକ ଔଷଧ କୁ ମାଟିରେ ପୋତିଦେବା ଦରକାର

*କଠୋରୀ କୁ ବ୍ଲିଚିଙ୍ଗ ଯୁକ୍ତ ରାସାୟନିକ ତରଳ ପଦାର୍ଥରେ ସଫା କରିବା ଆବଶ୍ୟକ ,* ସନ୍ଦିଗ୍ଧ ଙ୍କ କଠୋରୀକୁ ଯାଉଥିବା ବ୍ୟକ୍ତି ହାତ କୁ ସାବୁନ ରେ ବାରମ୍ବାର ଧୋଇବା ଆବଶ୍ୟକ | *କୌଣସି ବାହାର ବ୍ୟକ୍ତି ସେହି କଠୋରୀ କୁ ଯିବା ନିଷେଧ କରିବା ଉଚିତ* ସାମାଜିକ ଯାତାୟାତ କରିବା ଉଚିତ ନୁହେଁ\
\*ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ ,ଯାତାୟାତରୁ ବିରତ ରୁହନ୍ତୁ

### କାହା ପାଇଁ ଉଦ୍ଧିଷ୍ଟ -----

ବିଭିନ୍ନ ସ୍ୱାସ୍ଥ୍ୟ କର୍ମଚାରୀ ତଥା ସରକାରୀ ସେବା ପ୍ରଦାନ କରୁଥିବା କର୍ମଚାରୀ ମାନେ COVID-19 ସନ୍ଦିଗ୍ଧ ବ୍ୟକ୍ତି ଓ ସଙ୍ଗରୋଧ ରେ ରହୁଥିବା ବ୍ୟକ୍ତି ମାନଙ୍କ ଦେଖାଶୁଣା କରୁଛନ୍ତି |

> COVID-19 ବ୍ୟାପିବାର ପ୍ରତିଷେଧକ ବିବରଣୀ ତଥା ନିର୍ଦେଶାବଳୀ [COVID-19 ସନ୍ଦିଗ୍ଧ ବ୍ୟକ୍ତିଙ୍କ ପାଇଁ ପ୍ରଯୁଜ୍ୟ ତଥା ସଙ୍ଗରୋଧ. ବ୍ୟକ୍ତିଙ୍କ ପାଇଁ ପ୍ରଯୁଜ୍ୟ](https://www.cdc.gov/coronavirus/2019-ncov/hcp/disposition-in-home-patients.html)

{% content-ref url="/pages/-M4DG9ymlvjeZMmue6Uj" %}
[କରୋନା ଠାରୁ ସୁରକ୍ଷା(Corona Safe)](/covid-19/master.md)
{% endcontent-ref %}
