LogoLogo
  • କରୋନା ଠାରୁ ସୁରକ୍ଷା(Corona Safe)
  • ପ୍ରତିଷେଧାତ୍ମକ ବ୍ୟବସ୍ଥା ଓ ନିବାରଣ ପ୍ରଣାଳୀ(Precautions)
  • ଲକ୍ଷଣ(Symptoms)
  • ଭାରତରେ କରୋନାଭାଇରସର ବୟସ ଜ୍ଞାନୀ ରୋଗୀ(Age-Wise Corona virus patients in India)
    • ଓଡିଶା ସରକାର ଦ୍ୱାରା ସ୍ୱାସ୍ଥ୍ୟ ସହଯୋଗୀ ଦିଶାନିର୍ଦେଶ(Health Advisory Guidelines by Odisha Govt.)
  • ବିଦେଶରୁ ଫେରୁଥିବା ଲୋକଙ୍କ ପଞ୍ଜିକରଣ(Registration of people returning from Abroad)
  • ମିଥ୍ୟା -ଅପପ୍ରଚାର -ଖବର(Myths and Fake News)
  • ପ୍ରାୟତଃ ପଚରାଯାଇଥିବା ପ୍ରଶ୍ନ(Frequently Asked Questions)
  • କେତେବେଳେ ପଦକ୍ଷେପ ନିଆଯିବ(Actions to take when)
    • ମୁଁ ସଂକ୍ରମିତ(i am infected)
    • ମୁଁ ଜାଣେ କେହି ସଂକ୍ରମିତ(Someone I know is infected)
    • ଘର ବିଚ୍ଛିନ୍ନତା(Home Isolation)
  • ସମ୍ପର୍କ କରନ୍ତୁ(Contact)
    • ଯେଉଁମାନଙ୍କର ଲକ୍ଷଣ ପରି ସ୍ୱାଇନ୍ ଫ୍ଲୁ ଅଛି ସେମାନଙ୍କ ପାଇଁ ଭୁବନେଶ୍ୱରରେ ଜ୍ୱର କ୍ଲିନିକ୍(Fever Clinics in BBS)
    • ଓଡିଶା ରାଜ୍ୟ ରେ ସ୍ୱତନ୍ତ୍ର COVID ହସ୍ପିଟାଲ ତାଲିକା(COVID-19 Hospitals in Odisha till now)
    • ଓଡିଶା ରେ କରୋନା ପାଇଁ ପଦକ୍ଷେପ(Steps for Corona in Odisha)
    • ରାଜ୍ୟ ଗୁଡିକ ରେ COVID-19 ପାଇଁ ପରୀକ୍ଷା କରିବାକୁ କେନ୍ଦ୍ରଗୁଡିକ(Centres to test for COVID-19)
    • ଆନ୍ତର୍ଜାତୀୟ ସଂଗଠନଗୁଡିକ(International Organizations)
    • ଜାତୀୟ ସ୍ତରର ସଂଗଠନଗୁଡିକ(National Level Organizations)
  • ପ୍ରୋଟୋକଲଗୁଡିକ(protocols)
    • ବାୟୁ ଏବଂ ଟ୍ରେନ୍ ସେବା(Air and Bus Services)
    • ସମାବେଶ, ବିବାହ ଏବଂ ଅନ୍ତିମ ସଂସ୍କାର(Gatherings,Weddings &Funerals)
  • COVID-19 ଜାଣ(know COVID-19)
    • ଭୁତାଣୁ ଷ୍ଟ୍ରେନ୍(COVID-19 Virus strain)
  • ଉତ୍ସଗୁଡିକ(Resources)
    • ନିଶ୍ଚିତ ହୋଇଥିବା ମାମଲାଗୁଡ଼ିକର ରାଜ୍ୟ ତାଲିକା(State Wise cases of COVID-19 in India)
    • କରୋନା ବିସ୍ଫୋରଣର ବିଶ୍ୱ ମାନଚିତ୍ର(Global Map of Corona Outbreak)
    • କରୋନା ସମୟରେ ଦୂରରୁ କାମ କରିବା ପାଇଁ ପ୍ରଭାବଶାଳୀ ଉପକରଣ(Effective tools to work during Corona)
    • ଉତ୍ସ(Sources)
Powered by GitBook
On this page
  • କରୋନା ଭୂତାଣୁ ପ୍ରକୃତରେ ମାନବ ଶରୀରରେ କଣ କରନ୍ତି ...........
  • ଏହି ନିର୍ଦେଶାବଳୀ ଗୁଡିକ କାହିଁକି ଉଦ୍ଧିଷ୍ଟ ?
  • ସୂଚୀପତ୍ର

Was this helpful?

କରୋନା ଠାରୁ ସୁରକ୍ଷା(Corona Safe)

-----ସତ୍ୟପିତ ପ୍ରମାଣ ଯୁକ୍ତ ନୀତି ଓ ନିୟମ ସମୂହ ----

Nextପ୍ରତିଷେଧାତ୍ମକ ବ୍ୟବସ୍ଥା ଓ ନିବାରଣ ପ୍ରଣାଳୀ(Precautions)

Last updated 5 years ago

Was this helpful?

୮୦ ପ୍ରତିଶତ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ଠାରେ ସାଧାରଣ ଥଣ୍ଡା ଦେଖାଯାଇଥାଏ ଯାହାକି ସାଧାରଣ ଚିକିତ୍ସ।ରେ ଭଲ ହୋଇଥାନ୍ତି | ବୃଦ୍ଧ ବ୍ୟକ୍ତି ତଥା ଆଗରୁ ଅଲଗା ରୋଗରେ ପୀଡିତ ଥିବା ବ୍ୟକ୍ତି ମାନଙ୍କୁ ଏହି ସଂକ୍ରମଣ ରେ ଡାକ୍ତରୀ ଚିକିତ୍ସକଙ୍କ ଉପଚାର ବିନା ଉପଶମ ମିଳିବା ସମ୍ଭବ ନୁହେଁ | ସୂଚନା ଅନୂସାରେ ୧୪ ପ୍ରତିଶତ ରୋଗୀ ଙ୍କ ସ୍ଥିତି ଜଟିଳ ଥିବା ସମୟରେ ଓ ୫ ପ୍ରତିଶତ ରୋଗୀଙ୍କ ସ୍ଥିତି ଅତି ଜଟିଳ ଅଟେ | ଏହି ଭୁତାଣୁ ରେ ବିଶ୍ଵବ୍ୟାପୀ ୪00,000ସଂକ୍ରମିତ ହୋଇଥିବା ବେଳେ , ୨୨000 ଜଣଙ୍କ ମୃତ୍ୟୁ ହୋଇସାରିଲାଣି | ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO)ବିଶ୍ଵବ୍ୟାପୀ ସ୍ଥିତି ନିରକ୍ଷଣ କରିବା ସହ ବିଶ୍ୱସ୍ତରରେ ନିଜ ଦୃଷ୍ଟି ରଖିଛନ୍ତି |

କରୋନା ଭୂତାଣୁ ପ୍ରକୃତରେ ମାନବ ଶରୀରରେ କଣ କରନ୍ତି ...........

ଏହି ନିର୍ଦେଶାବଳୀ ପ୍ରଗତିଶୀଳ ଅଟେ | କିଛି ଅଂଶ ସମ୍ପୂର୍ଣ ନ ହେବାଯାଏଁ ଏହି ସରକାରୀ ଲିଙ୍କ ଗୁଡିକୁ ଅନୁସରଣ କରିପାରିବେ |

ଏହି ନିର୍ଦେଶାବଳୀ ଗୁଡିକ କାହିଁକି ଉଦ୍ଧିଷ୍ଟ ?

ଏହି ନିୟମାବଳୀ ଗୁଡିକ ଲୋକଙ୍କୁ ସଚେତନ କରେଇବା ଉଦେଶ୍ୟରେ ଏହି ଠାତ୍ହରେ ଉଲ୍ଲେଖ କରାଯାଇଛି |ଭୁତାଣୁ ଠାରୁ ବର୍ତ୍ତିବା ତଥା ବିଭିନ୍ନ ସରକାରୀ ଉତ୍ସ ଏହିଠାରେ ଉଲ୍ଲେଖ କରାଯାଇଛି |

ସୂଚୀପତ୍ର

କୋରୋନା ଏକ ମାରାତ୍ମକ ଭୁତାଣୁ ଯାହାକି ଉଭୟ ମନୁଷ୍ୟ ଓ ପଶୁ ଶରୀର ରେ ପ୍ରବେଶ କରି ଶ୍ୱାସକ୍ରିୟା ଜନିତ ସଂକ୍ରମଣ ବା ବ୍ୟଥା ଉପୁଯାୟୀ ଥାଏ |ଏଯାବତ ୭ ପ୍ରକାର ଭୁତାଣୁ ଆବିଷ୍କାର ହୋଇଛି ଯାହାକି ମନୁଷ୍ୟ ଦେହରେ ସଂକ୍ରମଣ ହୋଇଥାଏ , ସେଥି ମଧ୍ୟରୁ ୪ଟି ଭୁତାଣୁ ବିଶ୍ଵବ୍ୟାପୀ ମନୁଷ୍ୟ ଦେହରେ ସାଧାରଣ ଥଣ୍ଡା ହେବେର ଲକ୍ଷଣ ଦେଖାଇଥାଏ | ଅନ୍ୟ ୩ ପ୍ରକାର ଭୁତାଣୁ ଅତ୍ୟନ୍ତ ଦେହ ଖରାପ କରେଇଥାନ୍ତି ଯେପରିକି ଶ୍ଵାସକ୍ରିୟା ରେ ସଂକ୍ରମଣ ତଥା ବ୍ୟଥା , ଓ ସର୍ବଶେଷ ରେ

କୋରୋନା ଭୁତାଣୁ ଏକ ନୂତନ ଭୁତାଣୁ ଯାହାକି ମନୁଷ୍ୟ କୁ ଆକ୍ରାନ୍ତ କରୁଥିବାର ଆଗରୁ ଜଣା ନଥିଲା | ଏକ ପ୍ରାକୃତିକ ପ୍ରକ୍ରିୟା ରେ ଅର୍ଥାତ ପଶୁ ଠାରୁ ମନୁଷ୍ୟ କୁ ତାପରେ ମନୁଷ୍ୟ ଠାରୁ ମନୁଷ୍ୟ କୁ ଏହି ଭୁତାଣୁ ସଂକ୍ରମିତ କରୁଅଛି |ସର୍ବ ପ୍ରଥମେ ଏହା ଅନୁସାରେ ସୂଚନା ଅନୁଯାୟୀ ୩୧ ଡିସେମ୍ବର ୨0୧୯ ରେ ଚୀନ ର ଊହାନ ସହରରୁ ଉତ୍ପତ୍ତି ହେବାର ଜଣାପଡିଛି | COVID-19 ସଂକ୍ରମଣ ର ସାଧାରଣ ଲକ୍ଷଣ ହେଉଛି ଥଣ୍ଡା,ଜ୍ୱର ,ଶୁଖିଲା କାଶ ,କ୍ଲାନ୍ତ ଅନୁଭବ କରିବା | କିଛି ସଂକ୍ରମିତ ବ୍ୟକ୍ତିଙ୍କ ଠାରେ ମଧ୍ୟ ଗଣ୍ଠିବ୍ୟଥା ,ନାକ ଚୁଣ୍ଟି ହବା ,ନାକ ରୁ ପାଣି ବାହାରିବା ,ଡାଇରିଆ ,ତଂଟି ଶୁଖିଯିବା ଆଦି ର ଲକ୍ଷଣ ବି ଦେଖା ଦିଏ |

ପୁର୍ଣ ଶ୍ୱାସନ ତନ୍ତ୍ର ଲକ୍ଷଣ (Middle East Respiratory Syndrome)ବା MERS କାରଣ ହେଉଛି MERS-CoV
ଗମ୍ଭୀର ତୀବ୍ର ଶ୍ୱାସନ ଲକ୍ଷଣ (Severe Acute Respiratory Syndrome) କାରଣ ହେଉଛି SARS-CoV
କୋରୋନା ଭୁତାଣୁ ଜନିତ ରୋଗ 2019 [COVID-19 ] କାରଣ ହେଉଛି SARS-CoV-2
SARS-CoV-2
ସୂଚୀତ
ପ୍ରତିଷେଧାତ୍ମକ ବ୍ୟବସ୍ଥା ଓ ନିବାରଣ ପ୍ରଣାଳୀ(Precautions)
ଲକ୍ଷଣ(Symptoms)
ଭାରତରେ କରୋନାଭାଇରସର ବୟସ ଜ୍ଞାନୀ ରୋଗୀ(Age-Wise Corona virus patients in India)
ବିଦେଶରୁ ଫେରୁଥିବା ଲୋକଙ୍କ ପଞ୍ଜିକରଣ(Registration of people returning from Abroad)
ମିଥ୍ୟା -ଅପପ୍ରଚାର -ଖବର(Myths and Fake News)
ପ୍ରାୟତଃ ପଚରାଯାଇଥିବା ପ୍ରଶ୍ନ(Frequently Asked Questions)
ମୁଁ ସଂକ୍ରମିତ(i am infected)
ମୁଁ ଜାଣେ କେହି ସଂକ୍ରମିତ(Someone I know is infected)
ଘର ବିଚ୍ଛିନ୍ନତା(Home Isolation)
ଓଡିଶା ରାଜ୍ୟ ରେ ସ୍ୱତନ୍ତ୍ର COVID ହସ୍ପିଟାଲ ତାଲିକା(COVID-19 Hospitals in Odisha till now)
ରାଜ୍ୟ ଗୁଡିକ ରେ COVID-19 ପାଇଁ ପରୀକ୍ଷା କରିବାକୁ କେନ୍ଦ୍ରଗୁଡିକ(Centres to test for COVID-19)
ଆନ୍ତର୍ଜାତୀୟ ସଂଗଠନଗୁଡିକ(International Organizations)
ଜାତୀୟ ସ୍ତରର ସଂଗଠନଗୁଡିକ(National Level Organizations)
କରୋନା ବିସ୍ଫୋରଣର ବିଶ୍ୱ ମାନଚିତ୍ର(Global Map of Corona Outbreak)
କରୋନା ସମୟରେ ଦୂରରୁ କାମ କରିବା ପାଇଁ ପ୍ରଭାବଶାଳୀ ଉପକରଣ(Effective tools to work during Corona)
କରୋନା ଠାରୁ ସୁରକ୍ଷା(Corona Safe)