ମିଥ୍ୟା -ଅପପ୍ରଚାର -ଖବର(Myths and Fake News)
COVID-19 ବିଷୟରେ ସାଧାରଣ ପୁରାଣ ତାଲିକା
ଏକ ଅପପ୍ରଚାର ରହିଛି କି ନାକକୁ ସାଲାଇନରେ ଧୋଇଲେ COVID19 ହବାର ଭୟ ରହିନଥାଏ ମାତ୍ର ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ
ରସୁଣ ଖାଇବା ଦ୍ୱାରା ଏହି ଭୁତାଣୁ ଦୂର ହୁଏ କି ?
କୋରୋନା ଭୁତାଣୁ କେବଳ ବୃଦ୍ଧ ମାନଙ୍କୁ ଆକ୍ରାନ୍ତ କରେ ଅଥବା ଛୋଟ ପିଲା ଏବଂ ମଧ୍ହମ ବର୍ଗ ଲୋକଙ୍କୁ ମଧ୍ୟ ହୋଇଥାଏ ??
ଏହି ଭୁତାଣୁ ପାଇଁ କୌଣସି ପ୍ରତିଷେଧକ ଟିକା ତଥା ଔଷଧ ମିଳେ କି ?
ବ୍ୟାକ୍ଟେରିଆ ର ପ୍ରତିଷେଧକ ରହିଥାଏ ମାତ୍ର ଭୁତାଣୁ ଜନିତ ରୋଗର ପ୍ରତିଷେଧକ ମିଳିବ କଷ୍ଟକର
କରୋନା ଠାରୁ ସୁରକ୍ଷା(Corona Safe)Previousବିଦେଶରୁ ଫେରୁଥିବା ଲୋକଙ୍କ ପଞ୍ଜିକରଣ(Registration of people returning from Abroad)Nextପ୍ରାୟତଃ ପଚରାଯାଇଥିବା ପ୍ରଶ୍ନ(Frequently Asked Questions)
Last updated
Was this helpful?