ଲକ୍ଷଣ(Symptoms)
COVID-19 ର ମୁଖ୍ୟ ଲକ୍ଷଣଗୁଡିକ ବର୍ଣ୍ଣନା କରେ
Previousପ୍ରତିଷେଧାତ୍ମକ ବ୍ୟବସ୍ଥା ଓ ନିବାରଣ ପ୍ରଣାଳୀ(Precautions)Nextଭାରତରେ କରୋନାଭାଇରସର ବୟସ ଜ୍ଞାନୀ ରୋଗୀ(Age-Wise Corona virus patients in India)
Last updated
COVID-19 ର ମୁଖ୍ୟ ଲକ୍ଷଣଗୁଡିକ ବର୍ଣ୍ଣନା କରେ
Last updated
covid-19 ର ମୁଖ୍ୟ କାରଣ ହଉଚି ଜ୍ୱର ,କାଶ ଏବଂ ଥଣ୍ଡା I ଏହି ଲକ୍ଷଣ ସଂକ୍ରମଣ ହବାର ୫ ଦିନ ପରେ ଦେଖା ଯାଏ ଏବଂ ଅଧିକାଂଶ [୨-୧୪ଦିନ ](https://www.cdc.gov/coronavirus/2019-ncov/about/symptoms.html) ମଧ୍ୟରେ ଦେଖା ଦିଏ I
କିଛି କିଛି ଲକ୍ଷଣ ଜଣକ ଠାରୁ ଆଉ ଜଣକ ପାଖରେ ସାମାନ୍ୟ କାମ ଦେଖା ଦେଇ ଥାଏ ICOVID-19 ର ମୁଖ୍ୟ କାରଣ(https://ourworldindata.org/coronavirus#thesymptoms-of-covid-19)ରିପୋର୍ଟ ହେଇଥିବା ମାମଲା ଅନୁଯାୟୀ ନିମ୍ନଲିଖିତ ଦିୟା ହେଇଛି :
• ଜ୍ୱର
• ଶୁଖିଲା କାଶ
• ଥକା ଲାଗିବା
• ଶ୍ୱାସ କଷ୍ଟ
• ଗଳା ବ୍ୟଥା
ମୁଣ୍ଡବିନ୍ଧା
ମାଂସପେଶୀ ରେ ବ୍ୟଥା ଅଥବା ଆଣ୍ଠୁ-ଗଣ୍ଠି ବ୍ୟଥା
ଅଧିକାଂଶ ଲକ୍ଷଣ ଫ୍ଲୁ ଆଉ ଅଧିକ ଜ୍ୱର ର ଲକ୍ଷଣ ଦେଖା ଯାଏ I COVID-19 [ସାମାନ୍ୟ ଥଣ୍ଡା ଭଳି ଲକ୍ଷଣ ବହୁତ କମ ଦେଖା ଯାଏ I(https://ourworldindata.org/coronavirus#the-symptoms-of-covid-19)